ଖରାପ ବନ୍ଧୁକ ଦେଇଥିବାରୁ ଆମେରିକା ସହ ଚୁକ୍ତି ବାତିଲ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ସିଗ୍ ସୋର୍ ଆସଲଟ୍ ରାଇଫଲ୍ ଚୁକ୍ତିକୁ ଝଟକା ଲାଗିଛି। ଆମେରିକା ସହିତ ହୋଇଥିବା ଏହି ଡିଲକୁ ଭାରତ ବାତିଲ କରିଛି। ଏହି ଡ଼ିଲ ଯୋଗୁଁ ଭାରତୀୟ ସେନା ପ୍ରାୟ ୭୨ ହଜାର ଆମେରିକୀୟ ରାଇଫଲ ପାଇବାକୁ ଥିଲା, କିନ୍ତୁ ଏହି ରାଇଫଲର ପ୍ରଥମ ବ୍ୟାଚରେ ମିଳିଥିବା ରାଇଫଲର ସମସ୍ୟା ହେତୁ ଭାରତ ଦ୍ୱିତୀୟ ବ୍ୟାଚ ପାଇଁ ଡିଲକୁ ବାତିଲ କରିଦେଇଛି। ସେପ୍ଟେମ୍ବର … Continue reading ଖରାପ ବନ୍ଧୁକ ଦେଇଥିବାରୁ ଆମେରିକା ସହ ଚୁକ୍ତି ବାତିଲ କଲା ଭାରତ